ଶିଳ୍ପପତିଙ୍କ ପସନ୍ଦ ରାଜ୍ୟ ଓଡ଼ିଶା:ଏନ୍‌ସିଏଇଆର୍‌ ରିପୋର୍ଟ-୨୦୧୭

କମ୍‌ ଦୁର୍ନୀତିଗ୍ରସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ଭୁବନେଶ୍ୱର : ଶିଳ୍ପୋଦ୍ୟୋଗୀଙ୍କ ପାଇଁ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶା କମ୍‌ ଦୁର୍ନୀତିଗ୍ରସ୍ତ। ଜାତୀୟ ପ୍ରୟୋଗାତ୍ମକ ଅର୍ଥନୈତିକ ଗବେଷଣା ପରିଷଦ (ଏନ୍‌ସିଏଇଆର୍‌) ପକ୍ଷରୁ ପ୍ରସ୍ତୁତ ରାଜ୍ୟ ନିବେଶ ସାମର୍ଥ୍ୟ ସୂଚୀ ୨୦୧୭ରୁ ଏହା ଜଣାପଡ଼ିଛି। ଦେଶରେ ବ୍ୟବସାୟ ଆରମ୍ଭ ପାଇଁ ଦୁର୍ନୀତି ଏବେ ବି ଏକ ବଡ଼ ପ୍ରତିବନ୍ଧକ ହୋଇଥିବାବେଳେ ଓଡ଼ିଶାରେ ଏ ପ୍ରକାର ଅସୁବିଧା କମ୍‌ ସାମ୍ନା କରିବାକୁ … Continue reading ଶିଳ୍ପପତିଙ୍କ ପସନ୍ଦ ରାଜ୍ୟ ଓଡ଼ିଶା:ଏନ୍‌ସିଏଇଆର୍‌ ରିପୋର୍ଟ-୨୦୧୭